Please wait...
About Us
|
Contact Us
Login
MENU
Odisha
National/International
Sports/Entertainment
Special
Editorial
ODISHA NEWS LIVE
Odisha
National/International
Sports/Entertainment
Special
Editorial
Trending Now
ଓଡିଶାକୁ ଶୀଘ୍ର ଆସିବ ମୌସୁମୀ ! ସ୍ବାଭାବିକ ସମୟ ପୂର୍ବରୁ ଆସିବା ଅନୁମାନ କଲା
ମାତିଛନ୍ତି ସାଇବର ଲୁଟେରା ! ଠକାମିରୁ ବଞ୍ଚିବାକୁ ବାଟ ବତାଇଲେ ଭୁବନେଶ୍ବର DCP ପ୍ରତୀକ ସିଂହ
ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ୍
BSF ମହିଳା ଯବାନଙ୍କୁ ଡ୍ୟୁଟିରେ ଥିବାବେଳେ ମେକ୍ଅପ୍ ମନା, ପିନ୍ଧିପାରିବେନି ଲମ୍ବା କାନଫୁଲ
BJD ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ ମାମଲା, ପ୍ରକାଶ ଦାସଙ୍କୁ ପଚରାଉଚରା କଲା ପୋଲିସ
Thursday, May 16, 2024
Published on: Wednesday, May 15, 2024
National/International
ଓଡିଶାକୁ ଶୀଘ୍ର ଆସିବ ମୌସୁମୀ ! ସ୍ବାଭାବିକ ସମୟ ପୂର୍ବରୁ ଆସିବା ଅନୁମାନ କଲା
ଓଏନଏଲ୍(ବ୍ୟୁୁରୋ) - ଚଳିତ ବର୍ଷ ଓଡିଶାକୁ ଶୀଘ୍ର ଆସିବ ମୌସୁମୀ । ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା ରହିଛି ଏବଂ ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ସମୟ ପୂର୍ବରୁ ଆସିବାକୁ ଯାଉଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ...
Published on: Wednesday, May 15, 2024
National/International
BSF ମହିଳା ଯବାନଙ୍କୁ ଡ୍ୟୁଟିରେ ଥିବାବେଳେ ମେକ୍ଅପ୍ ମନା, ପିନ୍ଧିପାରିବେନି ଲମ୍ବା କାନଫୁଲ
ଓଏନଏଲ୍(ବ୍ୟୁୁରୋ) - ସୀମା ସୁରକ୍ଷା ବଳ ‘ବିଏସ୍ଏଫ୍’ରେ ମହିଳା ଯବାନମାନଙ୍କ ପାଇଁ ଜାରି କରାଯାଇଥିବା ଏକ ଆଦେଶ ଆଲୋଚନାର ବିଷୟ ପାଲଟିଛି। ଡେପୁଟି ଇନ୍ସପେକ୍ଟର ଜେନେରାଲ୍, ସୀମା ସୁରକ୍ଷା ବଳ ମୁଖ୍ୟାଳୟ ଦ୍ବାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ କିଛି ବିଏସ୍ଏଫ୍ ମହିଳା ଯବାନ ଡ୍ୟୁଟି ସମୟରେ ଡ୍ରେସ୍ କୋଡ୍ ଅନୁସରଣ କରୁନାହାଁନ...
Published on: Monday, May 13, 2024
National/International
ଆପକୁ ଆପଣଙ୍କ ଭୋଟ୍, ମୋ ଜେଲ୍ ଯିବା ଉପରେ ଲଗାଇବ ରୋକ୍ - ଅରବିନ୍ଦ କେଜ୍ରିୱାଲ
ଓଏନଏଲ୍(ବ୍ୟୁୁରୋ) - ଯଦି ଆପଣ ଆମ୍ ଆଦମୀ ପାର୍ଟିକୁ ବାଛନ୍ତି, ତେବେ ମୋତେ ଆଉ ଜେଲ ଯିବାକୁ ପଡ଼ିବ ନାହିଁ ବୋଲି ଲୋକଙ୍କୁ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଜାମିନରେ ଜେଲରୁ ମୁକୁଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଥମ ରୋଡ୍ ସୋ’ କରିଛନ୍ତିି । ମେ ୨୫ରେ ଦିଲ୍ଲୀର ୭ ଲୋକସଭା ଆସନରେ ହେବାକୁ ଥିବା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍)କ...
Published on: Monday, May 13, 2024
National/International
ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ, ପାସ୍ ହାର ୮୭.୯୮ ପ୍ରତିଶତ
ଓଏନଏଲ୍(ବ୍ୟୁୁରୋ) - ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ଚଳିତବର୍ଷ ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଝିଅଙ୍କ ପାସହାର ୯୧.୫୨ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୫.୧୨ ରହିଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବ...
Published on: Wednesday, May 08, 2024
National/International
ଅଗ୍ନିବୀର ଯୋଜନା ଶେଷ କରିବୁ, ଜିଏସଟି ବ୍ୟବସ୍ଥାରେ ସଂଶୋଧନ କରିବୁ : ରାହୁଲ ଗାନ୍ଧୀ
ଓଏନଏଲ୍(ବ୍ୟୁୁରୋ) - ବିରୋଧୀ ‘ଇଣ୍ଡିଆ ମେଣ୍ଟର ସରକାର ହେଲେ ‘ଅଗ୍ନିବୀର ଯୋଜନା’ ବନ୍ଦ କରାଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଏଠାରେ ଏକ ନିର୍ବାଚନୀ ସଭାରେ କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଏହି ଯୋଜନା ସେନା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି । ଏହାଛଡ଼ା ଦ୍ରବ୍ୟ ଏବଂ ସେବା କର (ଜିଏସଟି)ରେ ମଧ୍ୟ ସଂଶୋଧନ...
Published on: Wednesday, May 08, 2024
National/International
ଅରବିନ୍ଦ କେଜ୍ରିୱାଲଙ୍କ ହାଜତ ମିଆଦ ମେ ୨୦ ଯାଏଁ ବୃଦ୍ଧି
ଓଏନଏଲ୍(ବ୍ୟୁୁରୋ) - ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦ ମେ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିବିଆଇ ଏବଂ ଇଡି ପାଇଁ ସ୍ୱତନ୍ତ୍ର ବିଚାରପତି କାବେରୀ ବୱେଜା ଏହି ଆଦେଶ ଦେଇଛନ୍ତି।ଏହା ପୂର୍ବରୁ କେଜ୍ରିୱାଲଙ୍କ ହାଜତ ମିଆଦ ଶେଷ ହେବା ପରେ ଆଜି ତାଙ୍କୁ ଭିଡିଓ କନଫରେନ୍ସ ଜରିଆରେ କୋର୍ଟରେ ...
Published on: Wednesday, May 08, 2024
National/International
ଦେଶବ୍ୟାପୀ 4G ସେବା ଆରମ୍ଭ କରିବ BSNL, ଅଗଷ୍ଟରୁ ଶଭାରମ୍ଭ
ଓଏନଏଲ୍(ବ୍ୟୁୁରୋ) - ଭାରତୀୟ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ( ବିଏସଏନଏଲ) ଅଗଷ୍ଟ ୨୦୨୪ରୁ ସାରା ଦେଶରେ ୪ଜି ସେବା ଆରମ୍ଭ କରିବ। କମ୍ପାନୀ ଏନେଇ ସୂଚନା ଦେଇଛି । ଏହି ସେବା ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ସ୍ବଦେଶୀ ପ୍ରଯୁକ୍ତିବିଦ୍ୟାକୁ ଆଇଟି କମ୍ପାନୀ ଟିସିଏସ୍ ଏବଂ ସି-ଡଟର ...
Published on: Friday, May 03, 2024
National/International
GST ଆଇନ ଅଧୀନରେ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମେ ୯ରେ ପରବର୍ତ୍ତୀ ଶୁଣାଣି
ଓଏନଏଲ୍(ବ୍ୟୁୁରୋ) - ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପ୍ରାବଧାନ ଅଧୀନରେ ଜାରି କରାଯାଉଥିବା ନୋଟିସ୍ ଓ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତିି। ଏହା ସହିତ କୋର୍ଟ କହିଛନ୍ତି ଯେ ଅଦାଲତ ଏହି ଆଇନର ବ୍ୟାଖ୍ୟା କରିପାରନ୍ତି। ନାଗରିକମାନଙ୍କୁ ସ୍ୱାଧୀନତାରୁ ବଞ୍ଚିତ କରୁଥିବା କୌଣସି ପ୍ରକାର ଉତ୍ପୀଡନରୁ ସୁରକ୍ଷା ଦେବା ପାଇଁ ...
Published on: Friday, May 03, 2024
National/International
ସମସ୍ତ ରାଜ୍ୟରେ ଯାଞ୍ଚ କରାଯିବ MDH ଓ ଏଭରେଷ୍ଟ ମସଲା
ଓଏନଏଲ୍(ବ୍ୟୁୁରୋ) - ଏମଡ଼ିଏଚ ଓ ଏଭରେଷ୍ଟ ମସଲାକୁ ନେଇ ବିବାଦ ଦେଖା ଦେବା ପରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି । ମାନେ, ସମସ୍ତ ରାଜ୍ୟରେ ଯାଞ୍ଚ କରାଯିବ ଏମଡ଼ିଏଚ ଓ ଏଭରେଷ୍ଟ ମସଲା । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଲଗାତାର କିଛି ଦିନ ହେବ ଏମଡ଼ିଏଚ ଓ ଏଭରେଷ୍ଟ ମସଲାକୁ ବିବାଦ ଲାଗି ରହିଥିଲା । ଯାହାଫଳରେ ଉଭୟ ମସଲା ବୋର୍...
Published on: Friday, May 03, 2024
National/International
ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ, ପଞ୍ଜୀକରଣ ଯଥେଷ୍ଟ ନୁହେଁ : ସୁପ୍ରିମକୋର୍ଟ
ଓଏନଏଲ୍(ବ୍ୟୁୁରୋ) - ହିନ୍ଦୁ ବିବାହ ଏକ ସଂସ୍କାର, ଧାର୍ମିକ ଉତ୍ସବ ମଧ୍ୟ। ଏହା ନାଚିବା-ଗାଇବା କିମ୍ବା ଖାଇବା-ପିଇବାର କାର୍ଯ୍ୟକ୍ରମ ନୁହେଁ। ଏହା କୌଣସି ବ୍ୟାବସାୟିକ କାରବାର ମଧ୍ୟ ନୁହେଁ। ବିବାହ ହିନ୍ଦୁ ଆଇନ ଅନୁଯାୟୀ ହେବା ଉଚିତ। ଏଥିରେ ଥିବା ନିୟମ ରୀତିନୀତିକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ। ରୀତିନୀତି ଏବଂ ପରମ୍ପରା ପାଳନ ନ କଲେ ପଞ୍ଜିକରଣ ହୋଇଥ...
1
Recent News
Published on: May 15, 2024
Odisha
ମାତିଛନ୍ତି ସାଇବର ଲୁଟେରା ! ଠକାମିରୁ ବଞ୍ଚିବାକୁ ବାଟ ବତାଇଲେ ଭୁବନେଶ୍ବର DCP ପ୍ରତୀକ ସିଂହ
Published on: May 15, 2024
Odisha
ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ: କାର୍ତ୍ତିକ ପାଣ୍ଡିଆନ୍
Published on: May 15, 2024
Odisha
BJD ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ ମାମଲା, ପ୍ରକାଶ ଦାସଙ୍କୁ ପଚରାଉଚରା କଲା ପୋଲିସ
Published on: May 13, 2024
Odisha
କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କଟାକ୍ଷ, କହିଲେ ଓଡିଶା ପାଇଁ ଆପଣ କରିଛନ୍ତି କଣ ?
Published on: May 13, 2024
Odisha
କାର୍ଯ୍ୟରେ ଗୁରୁତର ଅବହେଳା ଯୋଗୁଁ କାର୍ଯ୍ୟାନୁଷ୍ଠାନ, ୩ ଜଣ ପ୍ରିଜାଇଡିଂ ଅଫିସରଙ୍କ ନିଲମ୍ବନ ନିର୍ଦ୍ଦେଶ ଦେଲେ CEO
Published on: May 13, 2024
Odisha
OUHSର ନୂଆ କୁଳପତି ନିଯୁକ୍ତ, ଡାକ୍ତର ମାନସ ରଞ୍ଜନ ସାହୁଙ୍କୁ ନିଯୁକ୍ତି ଦେଲେ ରାଜ୍ଯପାଳ
Published on: May 08, 2024
Odisha
ସବୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉପଲବ୍ଧ ହେବ ICU ସେବା
Published on: May 08, 2024
Odisha
ସାହସ ଥିଲେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି : କାର୍ତ୍ତିକ ପାଣ୍ଡିଆନ
Published on: May 03, 2024
Odisha
ଓଡ଼ିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
Published on: May 03, 2024
Odisha
ବିରୋଧୀ ଦଳକୁ ଶାସକ ଦଳର ବିରୋଧୀ ନୁହନ୍ତି ବରଂ ବିକାଶ ବିରୋଧୀ : କାର୍ତ୍ତିକ ପାଣ୍ଡିଆନ
×
Privacy Policy
×
Disclaimer
Copyright © 2024
ODISHANEWSLIVE.COM
. All rights reserved.
Privacy Policy
|
Disclaimer