logo
logo
add image
news image

ଯାଜପୁର ଦଶରଥପୁର ବ୍ଲକ ଚମ୍ପେଇପାଳ ସାଗରପୁର ଗ୍ରାମର କିଛି ସ୍ୱେଚ୍ଛାସେବୀଙ୍କ ନୂଆ ବର୍ଷରେ ଅଭିନବ ଉଦ୍ୟମ

ଯାଜପୁର ଦଶରଥପୁର ବ୍ଲକ ଚମ୍ପେଇପାଳ ସାଗରପୁର ଗ୍ରାମର କିଛି ସ୍ୱେଚ୍ଛାସେବୀଙ୍କ ନୂଆ ବର୍ଷରେ ଅଭିନବ ଉଦ୍ୟମ, ପ୍ରବଳ ଶୀତ ଯୋଗୁଁ କଷ୍ଟ ଅନୁଭବ କରୁଥିବା ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କଲେ ସ୍ବେଚ୍ଛାସେବୀ ପ୍ରଭୁକୃଷ୍ଣ ମହାନ୍ତି ଓ ହିମାଂଶୁ ମହାନ୍ତି , ଏହି ଅବସରରେ ସହଯୋଗ କରିଥିଲେ ଗଙ୍ଗାଧର, ଦୀପକ୍ ଜେନା, ହିମାଂଶୁ ରାଉତ, ମିହିର, ହାପି, ଲକି, ବିକାଶ, ସୁନା, ବବଲୁ, ଯୋଗୀ, ପିଣ୍ଟୁ, ଦିବ୍ୟ, ଚିନୁ, ସୁନୀଲ,ପତିତପାବନ ଓ କାହ୍ନ #ONL

- Report By Manas Sahu & Chittaranjan Mallick

footer
Top