ଯାଜପୁର ଦଶରଥପୁର ବ୍ଲକ ଚମ୍ପେଇପାଳ ସାଗରପୁର ଗ୍ରାମର କିଛି ସ୍ୱେଚ୍ଛାସେବୀଙ୍କ ନୂଆ ବର୍ଷରେ ଅଭିନବ ଉଦ୍ୟମ, ପ୍ରବଳ ଶୀତ ଯୋଗୁଁ କଷ୍ଟ ଅନୁଭବ କରୁଥିବା ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କଲେ ସ୍ବେଚ୍ଛାସେବୀ ପ୍ରଭୁକୃଷ୍ଣ ମହାନ୍ତି ଓ ହିମାଂଶୁ ମହାନ୍ତି , ଏହି ଅବସରରେ ସହଯୋଗ କରିଥିଲେ ଗଙ୍ଗାଧର, ଦୀପକ୍ ଜେନା, ହିମାଂଶୁ ରାଉତ, ମିହିର, ହାପି, ଲକି, ବିକାଶ, ସୁନା, ବବଲୁ, ଯୋଗୀ, ପିଣ୍ଟୁ, ଦିବ୍ୟ, ଚିନୁ, ସୁନୀଲ,ପତିତପାବନ ଓ କାହ୍ନ #ONL
- Report By Manas Sahu & Chittaranjan Mallick