କଳାହାଣ୍ଡି ଧର୍ମଗଡ଼ ଗଡିଆଯୋର ଗାଁରେ ଚାଲିଥିବା ପାନୀୟ ପ୍ରକଳ୍ପରେ ବନ୍ଦପଡାକୁ ସାମିଲ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି, ପ୍ରତିବାଦ ସହ କିଛି ଲୋକ ଧର୍ମଗଡ଼ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପାଖରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି, ସୂଚନାଯୋଗ୍ୟ; ଦୂଷିତ ପାଣି ପିଇ ପ୍ରତିବର୍ଷ ୫/୭ ଜଣ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି #ONL
- Report By Aseswar Pari