logo
logo
add image
news image

କଳାହାଣ୍ଡି ଧର୍ମଗଡ଼ ଗଡିଆଯୋର ଗାଁରେ ଚାଲିଥିବା ପାନୀୟ ପ୍ରକଳ୍ପରେ ବନ୍ଦପଡାକୁ ସାମିଲ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି

କଳାହାଣ୍ଡି ଧର୍ମଗଡ଼ ଗଡିଆଯୋର ଗାଁରେ ଚାଲିଥିବା ପାନୀୟ ପ୍ରକଳ୍ପରେ ବନ୍ଦପଡାକୁ ସାମିଲ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି, ପ୍ରତିବାଦ ସହ କିଛି ଲୋକ ଧର୍ମଗଡ଼ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପାଖରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି, ସୂଚନାଯୋଗ୍ୟ; ଦୂଷିତ ପାଣି ପିଇ ପ୍ରତିବର୍ଷ ୫/୭ ଜଣ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି #ONL

- Report By Aseswar Pari

footer
Top