logo
logo
add image
news image

ମାଲକାନଗିରିରେ ମାଓ ତାଣ୍ଡବ ! ଠିକାଦାରଙ୍କୁ ହାଣି ଜାଳିଦେଲେ ୩ଟି ଗାଡ଼ି

ONL BUREAU : ରାସ୍ତା କାମରେ ନିୟୋଜିତ ଠିକଦାର ସୁକାମାର ମଣ୍ଡଳଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ମାଥିଲି ଗୋଲିଆଗୁଡ଼ାରେ ରାସ୍ତା କାମ ଠିକା ନେଇଥିବା ଠିକଦାରଙ୍କୁ ହତ୍ୟା ସହ ଗୋଟିଏ ବୋଲେରୋ, ଗୋଟିଏ ପ୍ରୋକଲିନ ମେସିନ ସହ ୩ଟି ଗାଡ଼ିକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି । ସୂଚନା ଅନୁଯାୟୀ ଉନ୍ନୟନମୂଳକ କାର୍ୟ୍ୟ ଜାରି ରହିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀ ରାସ୍ତା କାମରେ ନିୟୋଜିତ ଥିବା ଏକ ପ୍ରୋକଲିନକୁ ଭାଙ୍ଗିବା ସହ ଏକ ବୋଲେରୋ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ପରେ ସରକାରଙ୍କ ପକ୍ଷରୁ ଜାରି ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇଛି ।

footer
Top