logo
logo
add image
news image

ଦେଶୀ ମଦର ହେବ ହୋମ୍ ଡେଲିଭରି, ଘରେ ପଂହଚିବ ଦେଶୀ ମଦ ଓ ଆଉଟ ଷ୍ଟିଲ୍ ମଦ : ଅବକାରୀ ବିଭାଗ

ONL BUREAU : ଦେଶୀ ମଦ ଓ ଆଉଟ ଷ୍ଟିଲ୍ ମଦର ହୋମ୍ ଡେଲିଭରି ପାଇଁ ନିଷ୍ପତ୍ତି ନେଇଛି ଅବକାରୀ ବିଭାଗ । ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହୋଇପାରିବ ହୋମ୍ ଡେଲିଭରି । ବୋତଲ କିମ୍ବା ପାଉଚ ପିଛା ୧୦ ଟଙ୍କା ଡେଲିଭରି ଚାର୍ଜ ଦେବାକୁ ପଡ଼ିବ । ସର୍ବାଧିକ ଜଣେ ୫୦ ଟଙ୍କାରୁ ଅଧିକ ଡେଲିଭରି ଚାର୍ଜ ଦେଇପାରିବ ନାହିଁ । କାଉଣ୍ଟରରେ ଦେଶୀମଦ ବିକ୍ରି ପାଇଁ ଏଯାବତ ଅନୁମତି ଦେଇନାହାନ୍ତି ସରକାର ।

footer
Top