logo
logo
add image
news image

ବାହୁଡାଯାତ୍ରା ଓ ସୁନାବେଶର ସିଧାପ୍ରସାରଣ କରିବ ଦୂରଦର୍ଶନ, ବିନା ଶୁଳ୍କରେ ଦେବ LIVE ଭିଡିଓ ଫିଡ୍

ONL BUREAU : ରଥଯାତ୍ରା ପରି ଶ୍ରୀଜିଉଙ୍କର ବାହୁଡାଯାତ୍ରା ଓ ସୁନାବେଶର ମଧ୍ୟ ସିଧାପ୍ରସାରଣ କରିବ ଦୂରଦର୍ଶନ ।  ବିନା ଶୁଳ୍କରେ ଦୂରଦର୍ଶନର ଭିଡିଓକୁ ଅନ୍ୟ ସମସ୍ତ ଚ୍ଯାନେଲ ସେୟାର କରିପାରିବେ ବୋଲି  I & PR ବିଭାଗ ପକ୍ଷରୁ ସୂଚନା ମିଳିଛି।

ତେବେ ରଥଯାତ୍ରା ସମୟରେ ଦିଆଯାଇଥିବା ପାସକୁ ବାତିଲ କରାଯାଇଥିବାରୁ ଇଚ୍ଛୁକ ଇଲୋକ୍ଟ୍ରନିକସ ଏବଂ ପ୍ରିଣ୍ଟ ଗଣମାଧ୍ୟମର ପ୍ରତିନିଧୀ ମାନେ ବାହୁଡ଼ା ଯାତ୍ରା ପାସ ପାଇଁ ଅନଲାଇନରେ ଆବେଦନ କରିପାରିବେ । ଜୁନ୍ ୨୯ ତାରିଖ ଅପରାହ୍ନ ଚାରିଟା ଯାଏଁ ଏହି ପାସ୍ ପାଇଁ ଅନଲାଇନରେ ଆବେଦନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । 

footer
Top