logo
logo
add image
news image

ଭଦ୍ରକରେ ଲକଡାଉନ୍‌ ଚେକିଂ ବେଳେ ଜବତ ହେଲା ବ୍ରାଉନ ସୁଗାର, ଅଭିଯୁକ୍ତ ଫେରାର

ଭଦ୍ରକରେ ଲକଡାଉନ୍‌ ଚେକିଂ ବେଳେ ବ୍ରାଉନ ସୁଗାର ଜବତ ହୋଇଛି। ତେବେ ଭୟରେ ଗାଡି ଛାଡି ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ବାଇକ୍‌ଟିକୁ ପୋଲିସ୍‌ ଜବତ କରି ତଦନ୍ତ ଜାରି ରଖିଛି। ଭଦ୍ରକ ଏସପି ରାଜେଶ ପଣ୍ଡିତଙ୍କ ଅନୁସାରେ ଜବତ ବ୍ରାଉନସୁଗାରର ଆନ୍ତର୍ଜାତିକ ମୂଲ୍ୟ ପାଖାପାଖି ୩୨ ଲକ୍ଷରୁ ଅଧିକ ହେବ ।  ବନ୍ତଛକ ନିକଟରେ ଚେକିଂ ଚାଲିଥିବା ସମୟରେ ଜନୈକ ଯୁବକ ପୋଲିସକୁ ଦେଖି ଗାଡି ବୁଲାଇ ଖସି ଯାଇଥିଲା। ତେବେ ପୋଲିସ ବାଇକକୁ ଚେକିଂ କରିବାବେଳେ ଗାଡିରୁ ବ୍ରାଉନସୁଗାର ଭର୍ତ୍ତି ଜରି ମିଳିଥିଲା । 

Report By Lipika Rout 

footer
Top