logo
logo
add image
news image

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ନୂଆଦିଲ୍ଲୀରେ ପୁଣି ୫ଟି ନୂଆ ମାମଲା, ସଂକ୍ରମିତଙ୍କ ସଂଖ୍ୟା ୬ଶହ ପାର୍

ଧିରେଧିରେ ଦେଶରେ କାୟା ମେଲାଇବାରେ ଲାଗିଛି କୋରେନା । ମଧ୍ୟପ୍ରଦେଶରେ ପ୍ରଥମ କୋରୋନା ରୋଗୀଙ୍କ ମୃତ୍ୟୁ ସହ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଇନ୍ଦୋରର ଜଣେ ବୃଦ୍ଧଙ୍କ କୋରୋନାରେ ମୃତ୍ୟୁ ଘଟିଛି । 

ସେପଟେ ନୂଆଦିଲ୍ଲୀରେ ସଂକ୍ରମଣର ପାଞ୍ଚଟି ନୂଆ ମାମଲା ଆଗକୁ ଆସିଛି  । ଏହା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ  । ଶେଷ ଖବର ସଦ୍ଧା ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଛଅ ଶହ ଟପିଛି । ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ଉପାୟ। ଏହାକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୨୧ ଦିନର ଲକଡାଉନ୍ ଘୋଷଣା କରିଛନ୍ତି।

footer
Top