ଆଜିର ରାଶିଫଳ - ୧୯ ମାର୍ଚ୍ଚ ଗୁରୁବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେଷ - ମନରେ ନୂଆ ନୂଆ ବିଚାର ଆସିବ । କୌଣସି କାମ କରିବା ଆଗରୁ ଭାବିଚିନ୍ତି ନିଷ୍ପତି ନିଅନ୍ତୁ । କୋର୍ଟକଚେରି ମାମଲାରେ ସଫଳତା ମିଳିପାରେ ।
ବୃଷ - ବହୁଦିନ ଧରି ଥିବା ସମସ୍ୟାର ସମାଧାନ ହୋଇଯିବ । ପୂର୍ବରୁ କରିଥିବା କରଜ ଚିନ୍ତାର କାରଣ ହୋଇପାରେ । ଭାବିଚିନ୍ତି କାମ କରନ୍ତୁ । ନହେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ମିଥୁନ - ଦିନଟି ଭଲରେ କଟିବ । ପରିବାର ସହିତ ଯାତ୍ରା କରିପାରନ୍ତି । ବ୍ୟବସାୟରେ ଉନ୍ନତି କରିବେ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ ।
କର୍କଟ- ଆଜିର ଦିନଟି ଅତ୍ୟନ୍ତ ଖୁସିର ଦିନ ହେବ । ଦିନଟି ଲାଭଦାୟକ ହେବ । ପରିବାରର ସଦସ୍ୟଙ୍କ ଠାରୁ ସହଯୋଗ ମିଳିବ ।
ସିଂହ - ଆଜି ଆପଣଙ୍କୁ ମାନ ସମ୍ମାନ ମିଳିବ । ଧାର୍ମିକ ଭାବନା ମନରେ ଆସିବ । ପୂଜାପାଠରେ ମନ ଲାଗିବ । ଦୂର ସ୍ଥାନକୁ ଯାତ୍ରା କରିବେ ।
କନ୍ୟା - ଆଜି ଆପଣଙ୍କୁ ଭାଗ୍ୟର ସାହାରା ମିଳିବ । ଏହା ସହିତ ଆଧ୍ୟାତ୍ମିତ ଓ ସୁଖଶାନ୍ତିର ବାତାବରଣ ତିଆରି ହେବ । ନୂଆ ଅବସର ମିଳିବ ।
ତୁଳା - ଆଜି ଆପଣ ଦୂର ଯାତ୍ରା ନକରିବା ଭଲ ରହିବ । ଗାଡି ଚଳାଇବାରେ ସାବଧାନତା ଅବଲମ୍ବନ କରନ୍ତୁ । ଅଜଣା ଲୋକଙ୍କୁୁ ବିଶ୍ୱାସ କରନ୍ତୁ ନାହିଁ ।
ବିଚ୍ଛା - ଆଜି ଲାଭ ମିଳିବାର ସୁଯୋଗ ରହିଛି । ଜୀବନସାଥୀଙ୍କ ଠାରୁ ସହଯୋଗ ପାଇବେ । ବ୍ୟବସାୟରେ ପୁଞ୍ଜି ବିନିଯୋଗ କରନ୍ତୁ । ଲାଭ ମିଳିବ ।
ଧନୁ - ଆଜିର ଦିନ ଉନ୍ନତି ଦାୟକ ରହିବ । ବହୁ ଦିନରୁ ଅଟକି ଥିବା ଅର୍ଥ ମିଳିବ । ଆପଣଙ୍କ ପରାକ୍ରମରେ ଶତୃ ପରାଜିତ ହେବେ ।
ମକର - ଆଜି ଆପଣଙ୍କ ଅଧିକ ସମୟ ମନୋରଞ୍ଜନରେ କଟିବ । ବୁଦ୍ଧି ବିବେକ ସହିତ କାମ କରନ୍ତୁ । ସମସ୍ତ କାମରେ ସଫଳତା ପ୍ରାପ୍ତି ହେବ ।
କୁମ୍ଭ - ବାଦ ବିବାଦରୁ ଦୂରେଇ ରୁହନ୍ତୁ । ଅନ୍ୟଥା ହଇରାଣରେ ପଡିପାରନ୍ତି । ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ ।
ମୀନ - ରଚନାତ୍ମକ କାମ ପାଇଁ ମନ ବଳିବ । ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ । ଯାନ ବାହାନ ସତର୍କତାର ସହିତ ଚଲାନ୍ତୁ । ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ ।