logo
logo
add image
news image

ଆଜିର ରାଶିଫଳ - ୧୭ ମାର୍ଚ୍ଚ ମଙ୍ଗଳବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

 ଆଜିର ରାଶିଫଳ - ୧୭ ମାର୍ଚ୍ଚ ମଙ୍ଗଳବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ - ବହୁ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । କିଛି ମତଲବି ଲୋକ ଫାଏଦା ଉଠାଇବାକୁ ଚେଷ୍ଠା କରିବେ ।

ବୃଷ - ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ନିଜ ବ୍ୟବହାରକୁ ନେଇ ସଜାଗ ରୁହନ୍ତୁ । କାହା ସହିତ କଳହ ହେବାର ସମ୍ଭାବନା ରହିଛି ।

ମିଥୁନ -କୌଣସି ଜରୁରୀ କାମ ଅଳସ କାରଣରୁ ଅଧୁରା ରହିଯିବ । କୋର୍ଟ କଚେରୀ ମାମଲାରେ ଉଦବେଗ ବଢିପାରେ । ଘରୋଇ ଜିନିଷ କିଛି କିଣିପାରନ୍ତି ।

କର୍କଟ - ଦିନଟି ଆପଣଙ୍କ ଲାଗି ଭଲ ରହିବ । ବ୍ୟବସାୟକୁ ନେଇ ନୂଆ ଯୋଜନା କରିବେ । ପରିଶ୍ରମର ଫଳ ପାଇବେ । ବନ୍ଧୁଙ୍କ ସହଯୋଗ ପାଇବେ ।

ସିଂହ -ଦିନଟି ଆପଣଙ୍କ ଲାଗି ଭଲ ରହିବ । ବ୍ୟବସାୟକୁ ନେଇ ନୂଆ ଯୋଜନା କରିବେ । ପରିଶ୍ରମର ଫଳ ପାଇବେ । ବନ୍ଧୁଙ୍କ ସହଯୋଗ ପାଇବେ ।

କନ୍ୟା - ଧ୍ୟାନ୍ନ ଜପରେ ସମୟ ଯିବ । ପୁଞ୍ଜି ବଜାରରେ ଲାଭ ମିଳିବ । ରାଜନୀତିରେ ମନୋକାମନା ପୁରା ହେବ ।

ତୁଳା -  ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଲାଭଦାୟୀ ରହିବ । ବ୍ୟବସାୟ, ଚାକିରୀ, ପାଠପଢା ସବୁକ୍ଷେତ୍ରରେ ଆଜି ଲାଭ ମିଳିବ । ଦିନଟି ଭଲରେ କଟିବ ।

ବିଚ୍ଛା - ଚାକିରୀ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।  କାର୍ଯ୍ୟସ୍ଥଳରେ ସମସ୍ୟା ଉପୁଜି ପାରେ ।

ଧନୁ - ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କୌଣସି ଅସୁବିଧା ହେବ ନାହିଁ । ସରକରୀ କ୍ଷେତ୍ରରେ ଲାଗିରହିଥିବା ଅସୁବିଧା ଦୂର ହେବ ।

ମକର - ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଲାଭଦାୟୀ ରହିବ । ବ୍ୟବସାୟ, ଚାକିରୀ, ପାଠପଢା ସବୁକ୍ଷେତ୍ରରେ ଆଜି ଲାଭ ମିଳିବ । ଦିନଟି ଭଲରେ କଟିବ ।

କୁମ୍ଭ - ରଚନାତ୍ମକ କାମ ପାଇଁ ମନ ବଳିବ । ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ । ଯାନ ବାହାନ ସତର୍କତାର ସହିତ ଚଲାନ୍ତୁ । ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ । ।

ମୀନ - ବ୍ୟବସାୟରେ ବାଧା ଆସିବ । ପଇସାକୁ ନେଇ କାହା ସହିତ ମତଭେଦ ହୋଇପାରେ । ବିଦେଶ ଯାତ୍ରା ଯୋଗ ରହିଛି । ବୈବାହିକ ଜୀବନ ସୁଖମୟ ହେବ 

footer
Top