logo
logo
add image
news image

ଆଜିର ରାଶିଫଳ - ୧୪ ମାର୍ଚ୍ଚ ଶନିବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ - ୧୪ ମାର୍ଚ୍ଚ ଶନିବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ - କର୍ମକ୍ଷେତ୍ରରେ ଉନ୍ନତି ହୋଇପାରେ । ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ । ଶତୃଙ୍କ ଠାରୁ ଦୂରେଇ ରୁହନ୍ତୁ । ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ ।

ବୃଷ - ନିଜ ଉପରେ ବିଶ୍ୱାସ ରଖନ୍ତୁ । ବ୍ୟବସାୟ ଲାଗି ଅବସର ମିଳିବ । ପ୍ରତିଯୋଗିତାରେ ସଫଲ ହେବେ । ବନ୍ଧୁଙ୍କ ସହଯୋଗ ପାଇବେ ।

ମିଥୁନ - ବହୁ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । କିଛି ମତଲବି ଲୋକ ଫାଏଦା ଉଠାଇବାକୁ ଚେଷ୍ଠା କରିବେ ।

କର୍କଟ - ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କୌଣସି ଅସୁବିଧା ହେବ ନାହିଁ । ସରକରୀ କ୍ଷେତ୍ରରେ ଲାଗିରହିଥିବା ଅସୁବିଧା ଦୂର ହେବ ।

ସିଂହ - ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନହେଲେ କୌଣସି ଭଲ ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଛି । ଅଫିସରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

କନ୍ୟା - କୌଣସି ଜରୁରୀ କାମ ଅଳସ କାରଣରୁ ଅଧୁରା ରହିଯିବ । କୋର୍ଟ କଚେରୀ ମାମଲାରେ ଉଦବେଗ ବଢିପାରେ । ଘରୋଇ ଜିନିଷ କିଛି କିଣିପାରନ୍ତି ।

ତୁଳା - ବ୍ୟବସାୟରେ ବାଧା ଆସିବ । ପଇସାକୁ ନେଇ କାହା ସହିତ ମତଭେଦ ହୋଇପାରେ । ବିଦେଶ ଯାତ୍ରା ଯୋଗ ରହିଛି । ବୈବାହିକ ଜୀବନ ସୁଖମୟ ହେବ ।

ବିଚ୍ଛା - ଚାକିରୀ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।  କାର୍ଯ୍ୟସ୍ଥଳରେ ସମସ୍ୟା ଉପୁଜି ପାରେ ।

ଧନୁ - ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କୌଣସି ଅସୁବିଧା ହେବ ନାହିଁ । ସରକରୀ କ୍ଷେତ୍ରରେ ଲାଗିରହିଥିବା ଅସୁବିଧା ଦୂର ହେବ ।

ମକର - ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଲାଭଦାୟୀ ରହିବ । ବ୍ୟବସାୟ, ଚାକିରୀ, ପାଠପଢା ସବୁକ୍ଷେତ୍ରରେ ଆଜି ଲାଭ ମିଳିବ । ଦିନଟି ଭଲରେ କଟିବ ।

କୁମ୍ଭ - ଧ୍ୟାନ୍ନ ଜପରେ ସମୟ ଯିବ । କିଛି ଲୋକଙ୍କ ଠାରୁ ଭରପୁର ସମର୍ଥନ ମିଳିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିପାରେ ।

ମୀନ - - ଯାତ୍ରା କରିପାରନ୍ତି । ଯାତ୍ରା ବ୍ୟୟବହୁଳ ରହିବ । ମାନସିକ ଦୁଶ୍ଚିନ୍ତା ଦେଖାଦେବ । ବନ୍ଧୁ ପରାମର୍ଶ ଦେଇପାରନ୍ତି । ଅଫିସ କାମକୁ ନେଇ ଚିନ୍ତାରେ ରହିବେ ।

footer
Top