logo
logo
add image
news image

ଆଜିର ରାଶିଫଳ - ୧୨ମାର୍ଚ୍ଚ ଗୁରୁବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ - ୧୨ମାର୍ଚ୍ଚ ଗୁରୁବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ - ଆପଣଙ୍କ ନୂଆ ଉର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ । ବ୍ୟବସାୟରେ ଅଟକି ଥିବା ପଇସା ପାଇବେ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ଅଟେ ।

ବୃଷ - ଜରୁରୀ କାମରେ ବନ୍ଧୁଙ୍କ ସାହାର୍ଯ୍ୟ ପାଇବେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଖର୍ଚ୍ଚ କମ୍ କରିବାକୁ ଚେଷ୍ଠା କରନ୍ତୁ ।

ମିଥୁନ - ଆଜି ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ । ଶତୃ ମିତ୍ରତାରୁ ହାତ ବଢାଇବେ । ଚାକିରୀ କ୍ଷେତ୍ରରେ ସଫଳତା ମିଳିବ ।

କର୍କଟ - ଦିନଟି ଭଲରେ କଟିବ ।  ପାରିବାରିକ ସମସ୍ୟାର ସମାଧାନ ହେବ । ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଯୋଗଯୋଗ କରିବେ ।

ସିଂହ  - ଉନ୍ନତିର ରାସ୍ତା ମିଳିବ । ବ୍ୟସ୍ତତା ଭିତରେ ଅୟସ ପାଇଁ ସମୟ ବାହାର କରିବେ । ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ ।

କନ୍ୟା - ପୁରା ଦିନ ମନ ପ୍ରସନ୍ନ ରହିବ । ପରିଜନଙ୍କ ସହଯୋଗ ମିଳିବ । କାମକୁ ପୁରା କରିବା ପାଇଁ ନୂଆ ଯୋଜନା କରିବେ ।

ତୁଳା  - ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ବ୍ୟବସାୟରେ ବାଧା ଆସିବ । ଆୟ ଠାରୁ ବ୍ୟୟ  ଅଧିକ ହେବ ।

ବିଚ୍ଛା - ନିଜ ନିଷ୍ପତିରେ ଅଧିକ ଲାଭ ମିଳିବ । ଅଫିସ ସମସ୍ୟର ସମାଧାନ ହୋଇଯିବ । ପ୍ରେମ ସାଗରରେ ବୁଡ ପକାଇବେ ।

ଧନୁ - ଦିନଟି ଭଲରେ କଟିବ । କେହି ବିରୋଧି ହଇରାଣରେ ପକାଇ ପାରନ୍ତି । ବ୍ୟବସାୟରେ ପ୍ରଚାର ପ୍ରସାର ଦିଗରେ କାମ କରିବେ ।

ମକର - ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଅଫିସରେ ପ୍ରଶଂସାର ପାତ୍ର ହେବେ । ପାରିବାରିକ ଜୀବନ ସୁଖମୟ ହେବ ।

କୁମ୍ଭ- ଅଚାନକ କୌଣସି କଥାକୁ ନେଇ ମନ ଖରାପ ହେବ । କାର୍ଯ୍ୟକ୍ଷେତ୍ରରେ  ଉନ୍ନତି । ମିତ୍ରଙ୍କ ଠାରୁ ଭଲ ଖବର ପାଇବେ ।

ମୀନ - ରଚନାତ୍ମକ କାମ ପାଇଁ ମନ ବଳିବ । ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ । ଯାନ ବାହାନ ସତର୍କତାର ସହିତ ଚଲାନ୍ତୁ । ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ । 

footer
Top