logo
logo
add image
news image

ଆଜିର ରାଶିଫଳ - ୧୧ମାର୍ଚ୍ଚ ବୁଧବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ - ୧୧ମାର୍ଚ୍ଚ ବୁଧବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ -କୌଣସି ଜରୁରୀ କାମ ଅଳସ କାରଣରୁ ଅଧୁରା ରହିଯିବ । କୋର୍ଟ କଚେରୀ ମାମଲାରେ ଉଦବେଗ ବଢିପାରେ । ଘରୋଇ ଜିନିଷ କିଛି କିଣିପାରନ୍ତି ।

ବୃଷ - ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କୌଣସି ଅସୁବିଧା ହେବ ନାହିଁ । ସରକରୀ କ୍ଷେତ୍ରରେ ଲାଗିରହିଥିବା ଅସୁବିଧା ଦୂର ହେବ ।

ମିଥୁନ - ଧ୍ୟାନ୍ନ ଜପରେ ସମୟ ଯିବ । କିଛି ଲୋକଙ୍କ ଠାରୁ ଭରପୁର ସମର୍ଥନ ମିଳିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିପାରେ ।

କର୍କଟ - କୌଣସି ଜରୁରୀ କାମ ଅଳସ କାରଣରୁ ଅଧୁରା ରହିଯିବ । କୋର୍ଟ କଚେରୀ ମାମଲାରେ ଉଦବେଗ ବଢିପାରେ । ଘରୋଇ ଜିନିଷ କିଛି କିଣିପାରନ୍ତି ।

ସିଂହ - ଆପଣଙ୍କ ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ପୁଞ୍ଜି ବଜାରରେ ଲାଭ ମିଳିବ । ରାଜନୀତିରେ ମନୋକାମନା ପୁରା ହେବ ।

କନ୍ୟା - ନିଜକୁ ଉର୍ଜାବାନ୍ ଅନୁଭବ କରିବେ । ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ । ଧନ ପ୍ରାପ୍ତିର ପ୍ରବଳ ଯୋଗ ରହିଛି ।

ତୁଳା - ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଗୁରୁଜନଙ୍କୁ ସମ୍ମାନ ଦେବେ । ଚାକିରି ଖୋଜୁଥିବା ଲୋକଙ୍କୁ ଶୁଭ ଖବର ମିଳିବ ।

ବିଚ୍ଛା - ନିଜ ଉପରେ ବିଶ୍ୱାସ ରଖନ୍ତୁ । ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ । ସମସ୍ୟାର ସମାଧାନ ନିଜ କୌଶଳରେ କରିନେବେ ।

ଧନୁ -  ଭାଗ୍ୟ ସାଥ  ଦେବ । ବ୍ୟବସାୟ ଲାଗି ଅବସର ମିଳିବ । ପ୍ରତିଯୋଗିତାରେ ସଫଲ ହେବେ । ବନ୍ଧୁଙ୍କ ସହଯୋଗ ପାଇବେ ।

ମକର - ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କୌଣସି ଅସୁବିଧା ହେବ ନାହିଁ । ସରକରୀ କ୍ଷେତ୍ରରେ ଲାଗିରହିଥିବା ଅସୁବିଧା ଦୂର ହେବ ।

କୁମ୍ଭ - ମନ ପ୍ରଫୁଲ୍ଲ ରହିବ । କୌଣସି କାମ ବିଷୟରେ ବଡଙ୍କ ସହିତ ଆଲୋଚନା କରିପାରନ୍ତି । ଅଫିସ୍ କାମରେ ବାହାରକୁ ଯାଇପାରନ୍ତି ।

ମୀନ - ନୂଆ କାମ ଆରମ୍ଭ କରିପାରନ୍ତି । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । ଆଜି ଆପଣଙ୍କୁ ପରିଶ୍ରମର ଫଳ ମିଳିବ ।

footer
Top