logo
logo
add image
news image

ସୋସିଆଲ୍ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଲେ କର୍ଣ୍ଣାଟକର ଶ୍ରୀନିବାସ, ବଳଦ ଦୌଡ଼ ପ୍ରତିଯୋଗିତାରେ ବିଶ୍ୱ ଚାମ୍ପିଅନ ଉସେନ୍ ବୋଲ୍ଟଙ୍କ ସ୍ପିଡଠାରୁ ଅଧିକ ବେଗରେ ଧାଇଁଥିବା ଦାବି

ONL BUREAU : ସୋସିଆଲ୍ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି କର୍ଣ୍ଣାଟକର ଶ୍ରୀନିବାସ ଗୌଡ଼ । ଶ୍ରୀନିବାସ ମାତ୍ର ୯.୫୫ ସେକେଣ୍ଡରେ ଶହେ ମିଟର ରେସ୍ ପାର୍ କରୁଛନ୍ତି ବୋଲି କୁହାଯାଉଛି, ଯାହାକି ବିଶ୍ୱ ଚାମ୍ପିଅନ ଉସେନ୍ ବୋଲ୍ଟଙ୍କ ସ୍ପିଡଠାରୁ ଅଧିକ ବୋଲି ସୋସିଆଲ ମିଡିଆରେ ଦାବି ହେଉଛି ।

ସ୍ଥାନୀୟ ଏକ ବଳଦ ଦୌଡ଼ ପ୍ରତିଯୋଗିତାରେ ଶ୍ରୀନିବାସ ଭାଗ ନେଇଥିଲେ। ସେହି ଦୌଡ଼ରେ ସେ ମାତ୍ର ୧୩.୬୨ସେକେଣ୍ଡରେ ୧୪୨.୫୦ ମିଟର ଅତିକ୍ରମ କରିଥିଲେ। ଯାହାକି ଉସେନ୍ ବୋଲ୍ଟଙ୍କ ରେକର୍ଡକୁ ପାର୍ କରିଥିଲା। ଏହି ଖବର ସୋସିଆଲ ମିଡିଆରେ ଏତେ ଭାିରାଲ ହେଲା ଯେ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ ମଧ୍ୟ ଶ୍ରୀନିବାସଙ୍କୁ ଟ୍ରାଏଲ୍ ଦେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ସେ ଭାରତୀୟ କ୍ରୀଡ଼ା ପ୍ରାଧିକରଣର କୋଚମାନଙ୍କ ଆଗରେ ନିଜର ଦକ୍ଷତା ଦେଖାଇବେ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ଏଥିରେ ସଫଳ ହେଲେ ସେ ଭାରତ ପାଇଁ ଅନେକ ଗର୍ବ ଆଣିପାରିବେ ବୋଲି ରିଜ୍ଜୁ କହିଛନ୍ତି।

footer
Top