logo
logo
add image
news image

JIO ଗ୍ରାହକମାନଙ୍କୁ ଦିପାବଳୀ ପାଇଁ ଉପହାର...କମ ଟଙ୍କାରେ ମିଳିବ ଅନଲିମିଟେଡ୍ କଲ୍ ଓ 2GBଡାଟା

ଦିପାବଳୀ ଅବସରରେ ଜିଓ ନିଜ ଗ୍ରାହକମାନଙ୍କୁ ଉପହାର ଦେଇଛି  । ନିକଟରେ ଜିଓ ନିଜର ଅଲ ଇନ୍ ୱାନ୍ ପ୍ଲାନ ଲଞ୍ଚ କରିଛି  । ଏଥିରେ ୟୁଜର୍ସମାନଙ୍କୁ ଅଧିକ ଡାଟା ଓ କଲିଙ୍ଗ ବେନିଫିଟ୍ ପାଇପାରିବେ  । ଏଥିପାଇଁ ଜିଓ ନିଜର ତିନୋଟି ନୂଆ ପ୍ଲାନ୍ ଆରମ୍ଭ କରିଛି  । 

 ପ୍ରଥମ ପ୍ଲାନରେ ଆପଣଙ୍କୁ 222, ଦ୍ୱିତୀୟ ପ୍ଲାନରେ 333 ଓ ତୃତୀୟ ପ୍ଲାନରେ ଆପଣଙ୍କୁ 444 ଟଙ୍କା ଦେବାକୁ ହେବ  ।  222 ପ୍ଲାନ ଅନୁସାରେ ୟୁଜର୍ସ ପ୍ରତିଦିନ 2ଜିବି ଡାଟା ଓ ଜିଓରୁ ଜିଓ ଅନଲିମିଟେଡ୍ କଲ୍ କରିପାରିବେ  । ଜିଓରୁ ଅଲଗା ନେଟୱର୍କକୁ 1000 ମିନିଟ୍ ଏକ୍କଟ୍ରା ମିଳିବ  । 

 ସେହିପରି 333ପ୍ଲାନ୍ ଅନୁସାରେ ଏହି ସବୁ ସୁବିଧା ମିଳିବା ସହିତ ଏହାର ଭାଲିଡିଟି ଦୁଇ ମାସ ରହିବ  । ତେବେ 444 ପ୍ଲାନ ଅନୁସାରେ ପ୍ଲାନର ଭାଲିଡିଟି ତିନିମାସ ରହିବ  । 

footer
Top