logo
logo
add image
news image

ଜାଣନ୍ତୁ ଆଳୁ କଣ ପାଇଁ ଅଟେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଆଳୁକୁ ପରିବା ମଧ୍ୟରେ ରାଜା କୁହାଯାଏ । ଆଳୁକୁ ପକାଇ ଆପଣ ଯେକୌଣସି ପ୍ରକାରର ଆଇଟମ୍ କରିପାରିବେ । କିନ୍ତୁ କଣ ଆପଣ ଜାଣନ୍ତି ଆଳୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଓଜନ  କମ୍ କରିବାକୁ ଚାହୁଁଥିବା ଲୋକଙ୍କୁ ଆଳୁ ନଖାଇବା ପାଇଁ ଉପଦେଶ ଦିଆଯାଇଥାଏ ।
 ଯେଉଁମାନେ ଏସିଡିଟି ସମସ୍ୟାରେ ପିଡିତ ସେମାନେ ଆଳୁ ସେବନ କରିବା ଉଚିତ୍ ନୁହେଁ । ଆଳୁ ଆମ ପାଚନ କ୍ରିୟାକୁ ବିଗାଡି ଥାଏ ।
 ଯଦି କୌଣସି ବ୍ୟକ୍ତି ମଧୁମେହ ରୋଗରେ ପିଡିତ ତେବେ ସେ ଆଳୁ ଠାରୁ ଦୂରରେ ରହିବା ଉଚିତ୍ । ଆଳୁରେ ଗ୍ଲାଇସେମିକ୍ ଇଁଣ୍ଡେକ୍ସ ରହିଥାଏ ଯାହା ଶରୀରରେ ସୁଗାରର ମାତ୍ରା ବଢାଇଥାଏ । ଏଣୁ ସୁଗାର ସମସ୍ୟାରେ ପିଡିତ ବ୍ୟକ୍ତି ଆଳୁ ସେବନ କରିବା ଉଚିତ୍ ନୁହେଁ ।
 ଆଳୁ ଖାଇବା ଦ୍ୱାରା ସବୁଠାରୁ ଅଧିକ କ୍ଷତି ମୋଟା ଲୋକମାନଙ୍କର ହୋଇଥାଏ । ଆଳୁରେ ଥିବା ଷ୍ଟାର୍ଚ୍ଚ ମେଦ ବହୁଳତାର କାରଣ ହୋଇଥାଏ ।

footer
Top