logo
logo
add image
news image

ବ୍ୟାଟେରୀ ଫୁଲି ଯାଇଛି ବା ଖରାପ ହୋଇଯାଇଛି କରନ୍ତୁ ଏହି ଉପାୟ

ଆଜିକାଲି ଅଧିକାଂଶ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରିଥାନ୍ତି । ସ୍ମାର୍ଚଫୋନ୍ ଚାଲିବାରେ ବ୍ୟାଟେରୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କେବେ କେବେ ଦେଖାଯାଏ କି ବ୍ୟାଟେରୀ ଫୁଲି ଯାଇଥାଏ ବା ଏହା ଚାର୍ଜ ହୋଇନଥାଏ । ସେତେବେଳେ ଆମେ ଏହାକୁ ଖରାପ ହୋଇଯାଇଛି ଭାବି ଫୋପାଡି ଦେଇଥାଉ । ଆଜି ଆମେ ଆପଣଙ୍କୁ ଜଣାଇବୁ କି କିପରି ସହଜ ଉପାୟରେ ଆପଣ ସେହି ବ୍ୟାଟେରୀକୁ ଠିକ୍ କରିପାରିବେ । 
 ଯଦି ଆପଣଙ୍କ ମୋବାଇଲର ବ୍ୟାଟେରୀ ଫୁଲିଯାଇଛି ତ ପ୍ରଥମେ ଆପଣ ଏହା ନିଶ୍ଚିନ୍ତ ହୋଇଯାନ୍ତୁ କି ବ୍ୟାଟେରୀର କେଉଁ ଅଂଶ ଅଧିକ ଫୁଲିଛି । ସେହି ଭାଗରେ ଏକ ମୁନିଆ ଜିନିଷରେ କଣା କରନ୍ତୁ ଓ ଏହାକୁ ଦବାନ୍ତୁ । ଯେମିତି କି ବ୍ୟାଟେରୀରେ ଥିବା କଳା ରଙ୍ଗର ମଇଳା ବାହାରକୁ ବାହାରି ଆସିବ । ଏହା ପରେ ବ୍ୟାଟେରୀରେ କଣା କରିଥିବା ସ୍ଥାନକୁ ସେଲୋଟେପ୍ ସାହାର୍ଯ୍ୟରେ ଭଲକରି ବନ୍ଦ କରିଦିଅନ୍ତୁ । ଏହା ପରେ ଆପଣଙ୍କ ବ୍ୟାଟେରୀ ଠିକ୍ ହୋଇଯିବ । 
 ବ୍ୟାଟେରୀକୁ ଠିକ୍ କରିବା ପାଇଁ ଏହାକୁ ଡିସି ମେସିନ୍ ଦ୍ୱାରା ହାଇଭୋଲଟେଜ୍ 15 ଭୋଲ୍ଟର ଡିସି ସକ୍ ଦିଆଯାଏ । ବଜାରରେ ମଧ୍ୟ ଏହି ସକ୍ ମେସିନ୍ ଉପଲବ୍ଧ । ବ୍ୟାଟେରୀକୁ ଡିସି ମେସିନରେ ଚେକ୍ କରିଲେ ଯଦି ଏହା 00.00 ଭୋଲ୍ଟ ଓ ସବୁଜ ଆଲୋକ ଦେଖାଏ ତେବେ ଜାଣିନେବେ କି ବ୍ୟାଟେରୀ ଖରାପ ଅଛି ଏବଂ ଏହା ଠିକ୍ ହୋଇପାରିବ ନାହିଁ । କିନ୍ତୁ ଯହି ଏହା କିଛି ଭୋଲଟେଜ୍ ଦେଖାଇଥାଏ ତେବେ ଏହା ଠିକ୍ ହୋଇପାରିବ । 
footer
Top